ବିଳମ୍ବିତ ରାତି ଯାଏ ବିଜେପିର ମାନସ ମନ୍ଥନ

ଆଜି ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା! ବିଳମ୍ବିତ ରାତି ଯାଏ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ବଳକା ୩ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହୋଇଛି ମାନସ ମନ୍ଥନ । […]

ବିଜେପିରୁ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଇସ୍ତଫା

ବିଜେପିରୁ ଇସ୍ତଫା ଦେଲେ ସାଲେପୁର ପୂର୍ବତନ ବିଧାୟକ ବିଜେପିରୁ ଇସ୍ତଫା ଦେଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ […]

ଖୁବଶୀଘ୍ର ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି

ଦିନେ ଦୁଇ ଦିନରେ ଆସିବ ବିଜେପି ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ବିଜେପି ନେତା ପୃଥୀରାଜ […]

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। […]

ବିଜେପିରେ ମିଶିଲେ କଂଗ୍ରେସ ସାଂସଦ ରଭନୀତ ସିଂହ ବିଟ୍ଟୁ

ବିଜେପିରେ ମିଶିଲେ କଂଗ୍ରେସ ସାଂସଦ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ଲୁଧିଆନା ସାଂସଦ ରଭନୀତ ସିଂହ ବିଟ୍ଟୁ ଆଜି ଦଳକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ିବା ମାତ୍ରେ ବିଜେପିରେ […]

୪ସାଂସଦଙ୍କୁ ମିଳିଲାନି ଟିକେଟ

କଟିଲା ସୁରେଶ, ନୀତେଶ, ବସନ୍ତ, ବିଶ୍ୱେଶ୍ୱରଙ୍କ ଟିକେଟ ବିଜେପି ପ୍ରାର୍ଥୀ ତାଲିକାରୁ ବାଦ୍ ପଡିଛନ୍ତି ୪ସାଂସଦ । ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା, ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ବିଜେପି । […]

ବିଜେପିରେ ରହି ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ

ଖାରବେଳ ହେବେ ସ୍ୱାଧୀନ ପ୍ରାର୍ଥୀ ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢ଼ିବେ ଖାରବେଳ ସ୍ୱାଇଁ । ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାଁ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଘୋଷଣା କରିଛନ୍ତି […]

ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଲଢ଼ିବେ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା। ଓଡ଼ିଶାର ମୋଟ ୨୧ […]

ନିର୍ବାଚନକୁ ନେଇ ମନମୋହନଙ୍କ ବଡ଼ ବୟାନ

ସବୁ ଆସନରେ ଲଢିବୁ, ଭଲକି ଲଢିବୁ: ମନମୋହନ ସାମଲ ରାଜ୍ୟରେ ବିଜେପି-ବିଜେଡି ନେଇ ମେଣ୍ଟ ଚର୍ଚ୍ଚା ଥମିବା ପରେ ଖୁବଶୀଘ୍ର ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆକଳନ କରାଯାଇଛି । ଏହାରି […]

ବିଜେପିରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ ଭଦୌରିଆ

ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବାୟୁସେନା ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ରବିବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପି […]

ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ

ବିଜେପିରେ ମିଶିଲେ ୬ କଂଗ୍ରେସ ବିଧାୟକ ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ। ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି […]