ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍

‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ […]

ଟିକେଟ କାଟିଲା ବିଜେଡି, ଦଳ ଛାଡ଼ିଲେ ସୀମାରାଣୀ ନାୟକ

ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଗତକାଲି ସୀମାରାଣୀଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ସାଂସଦ […]

ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ

ବିଜେଡିରୁ ସମ୍ବଲପୁରର ପୂର୍ବତନ ବିଧାୟିକାଙ୍କ ଇସ୍ତଫା ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ […]

କାହିଁକି କାଟିଲା ସମୀର ଦାଶଙ୍କ ଟିକେଟ, କାରଣ ଖୋଲି କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମୀର ଦାଶଙ୍କୁ ଟିକେଟ ଦେଇଥିଲେ ଦଳର ସମ୍ମାନହାନୀ ହୋଇଥାନ୍ତା: ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାହିଁକି କାଟିଲା ସମୀର ଦାଶଙ୍କ ଟିକେଟ । କାରଣ ଖୋଲି କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିମାପଡ଼ାରେ ଦିଲ୍ଲୀପ […]

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ୧୩୫ଟି ଆସନରେ […]

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ପ୍ରଚାର ମଇଦାନରେ ନବୀନଙ୍କ ସହ ନଜର ଆସିବେ ଭି.କେ ପାଣ୍ଡିଆନ୍ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ […]

କଟିଲା ୫ ବିଧାୟକଙ୍କ ଟିକେଟ

କଟିଲା ଶଶୀ-ଅମର-ମିନାକ୍ଷୀ-ଜ୍ୟୋତି-ଭାଗିରଥିଙ୍କ ଟିକେଟ ଷଷ୍ଠ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ ଟିକେଟରୁ ୫ ବିଧାୟକଙ୍କ ଟିକେଟ କଟିଛି । କଟିଲା ୫ ବିଧାୟକଙ୍କ ଟିକେଟ । କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିଛି ଦଳ […]

ଆସିଲା ବିଜେଡିର ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା

ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶନୀ, ଚମ୍ପୁଆରୁ ଲଢ଼ିବେ ସନାତନ ମହାକୁଡ଼ ଆସିଲା ବିଜେଡିର ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପି୍ରମୋ ନବୀନ ପଟ୍ଟନାୟକ । […]

ବିଜେଡିରୁ ଟିକେଟ ନପାଇ ଅସନ୍ତୋଷ ପ୍ରସନ୍ନ

ବିଜେପିକୁ ଯାଇପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସୁପ୍ରିମୋ ଟିକେଟ ଏପର୍ଯ୍ୟନ୍ତ ଦେଇନଥିବାରୁ ଅସନ୍ତୋଷ ଥିବା ସୂଚନା ମିଳିଛି । […]

ବିଜେଡି ଛାଡ଼ି କଂଗ୍ରେସ ମିଶିଲେ ସିପ୍ରା ମଲ୍ଲିକ

କଂଗ୍ରେସରେ ମିଶିଲେ ବିଜେଡି ପୂର୍ବତନ ବିଧାୟିକା ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ । କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ […]

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ଅଭିନେତ୍ରୀ ବର୍ଷା ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି […]