ସୋସିଆଲ ମିଡିଆ ଆକାଉଣ୍ଟର ବଦଳିଲା ରାଘବ ଚଡ୍ଡାଙ୍କ ବାୟୋ ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ୍ ଚଡ୍ଡା ତାଙ୍କ ଟ୍ୱିଟର ବା ଏକ୍ସ ଆକାଉଣ୍ଟରେ ବାୟୋ ବଦଳାଇଛନ୍ତି । […]