ଓଡ଼ିଶାକୁ ଗ୍ରାସିଲାଣି ଡେଙ୍ଗୁ !

ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ! ଓଡ଼ିଶାକୁ ଏବେ ଘାରିଛି ଡେଙ୍ଗୁ ଭୟ । ଚଳିତ ବର୍ଷ ଡେଙ୍ଗୁ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ୨୦୨୩ […]

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ

ଚାର୍ଟାର୍ଡ ଆକାଉଂଟାଂଟ ସମ୍ମିଳନୀକୁ ଉଦ୍ଘାଟନ କରିବେ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ବୁଧବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି […]

ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ

ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ […]

ରାଜଧାନୀରେ ଯୁବକଙ୍କୁ ଗୋଡାଇ ହାଣିଲା ଦୁର୍ବୃତ୍ତ

ଦିନ ଦ୍ଵିପ୍ରହରରେ ମଧ୍ୟ ସୁରକ୍ଷିତ ନୁହେଁ ଭୁବନେଶ୍ବର ! ପୁଣି ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ବର। ଦିବାଲୋକରେ ରାଜଧାନୀ ଛାତି ଉପରେ ବୁଲିଛି ଖଣ୍ଡା । ତେବେ ଏଭଳି ଜଘନ୍ୟ ବିଭଶ୍ଚ ଅମାନୁଷିକତାର […]

ରାଜଧାନୀ ରାସ୍ତାରେ ଗାଈ ଗୋରୁ ବୁଲିଲେ ମାଲିକଙ୍କୁ ଫାଇନ !

ବିଏମସିର କଠୋର କାର୍ଯ୍ୟାନୁଷ୍ଠାନ ! ଆପଣ ରାଜଧାନୀର ବାସିନ୍ଦା କି ? ଆପଣଙ୍କ ଘରେ ଆପଣ ଗାଈ ରଖିଛନ୍ତି କି । ତେବେ ସାବଧାନ ହୋଇଯାନ୍ତୁ । ଯଦି ଆପଣଙ୍କ ଗାଈ ଗୋରୁ ରାଜଧାନୀର […]

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନଙ୍କ ଉଦବେଗ

‘ ତନ୍ନତନ୍ନ ତଦନ୍ତ କରି ୧୫ଦିନରେ ରିପୋର୍ଟ ଦିଅ ‘ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏବେବି ଲାଗି ରହିଛି ଅନେକ ପ୍ରଶ୍ନବାଚୀ। ପ୍ରତ୍ଯେକ ଦିନ ଘଟଣାର ନୂଆ ନୂଆ ମୋଡ଼ ଦେଖିବାକୁ ମିଳୁଛି […]

ହାପି ବାର୍ଥ ଡେ’ ସୁର ଭାଇ

୮୦ବର୍ଷରେ ପାଦ ଥାପିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ସୁର ଭାଇ ମାନେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଏ ନାଁ ପିଲାଠୁ ବୁଢା ସଭିଙ୍କ ବେସ ପରିଚିତ । ପ୍ରତ୍ଯେକ […]

ରାଜଧାନୀରେ ଜଳିଲା ୩ମହଲା କୋଠା

ନିଆଁ ଦେଖି ତିନି ମହଲାରୁ ଡେଇଁ ପଡ଼ିଲେ ମାଲିକ ! ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ମହଲା କୋଠା। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ନନ୍ଦନବିହାର ଅଞ୍ଚଳରେ। […]

ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ

ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ ! ଦିନ ଗଡୁଛି ସସପେନ୍ସ ବଢୁଛି । ଧୀରେଧୀରେ ଶୁଭଲକ୍ଷ୍ମୀଙ୍କ ସୁଇସାଇଡ଼ ରହସ୍ୟରୁ ହଟୁଛି ପରଦା । ଏହାରି ଭିତରେ ଆସିଛି ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । […]

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା, ହତ୍ୟା ନା ଆତ୍ମହତ୍ୟା !

ରହସ୍ୟ ଖୋଲିବ ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମ ସ୍ଟାଟସ ! ଦୀପାଳି ବାରରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ହୋଟେଲ ଦୀପାଳି, ରୁମ ନଂ ୨୦୫, ଯେଉଁଠି ମିଳିଥିଲା ଶୁଭଲକ୍ଷ୍ମୀ ସାହୁଙ୍କ ଝୁଲନ୍ତା […]

ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଘାଇ

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ଠାରେ ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଭାର୍ଗବୀ ନଦୀ […]