ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା

ମୁଖ୍ୟମନ୍ତ୍ରୀଙ୍କ ନୂଆ ବାର୍ତ୍ତା ‘ଗତି ହିଁ ଶକ୍ତି’ ରାଜ୍ୟରେ ଆରମ୍ଭ ହେଲା ମିଶନଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଯୋଜନାର ଶୁଭାରମ୍ଭ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି […]

ପରିଚୟ ଖୋଜିବାର ସମସ୍ତ କସରତ ଅକାମୀ

ଅଚିହ୍ନା ଶବର ପରିଚୟ ନେଇ ଜଳିଲା ଜୁଇ ୪ ମାସର ଅପେକ୍ଷା ଶ୍ମଶାନରେ ଅଚିହ୍ନା ଶବର ପରିଚୟ ନେଇ ଜଳିଯାଇଛି, ବାହାନଗା ଟ୍ରେନ୍ ଦୁର୍ଘଟଣାର ଯାତ୍ରୀଙ୍କ ଜୁଇ । ୪ ମାସ ତଳେ ଯେଉଁ […]

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ସାଂସଦ ଅପରାଜିତା

କଟକ ଗସ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଅପରାଜିତା ଷଡ଼ଙ୍ଗୀ କଟକ ଆସି ସର୍ବ ପ୍ରଥମେ ସେ ମା କଟକ ଚଣ୍ଡୀ […]

ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ

୨୧ କୁଶଳୀ ବୁଣାକାରଙ୍କୁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରାଙ୍କ ଆବାହନ କ୍ରମେ ଜୟଦେବ ଭବନ […]

ପରିଚୟ ପାଇଲାନି ୨୮ ମୃତଦେହ

ହଜିଗଲା ମାନବିକତା, ୨୮ଟି ଶବକୁ ପଚାରିଲେନି ପରିବାର ଲୋକେ ହଜିଗଲା ମାନବିକତା । ମୃତ ଶରୀରକୁ ନେବା ପାଇଁ ଆସିଲେନି କେହି । ଶେଷରେ ପ୍ରଶାସନ କରିବ ଅନ୍ତିମ ସଂସ୍କାର । ବାଲେଶ୍ୱର ଜିଲ୍ଲା […]

ମାସକ ଭିତରେ ୨ହଜାର ଟଙ୍କା ଶସ୍ତା ହେଲା ସୁନା

ପାର୍ବଣରେ କିଣି ହେବ ଶସ୍ତାରେ ଗହଣା ପାର୍ବଣ ପୂର୍ବରୁ କମିଛି ସୁନା ଦର । ମାସକରେ ୨ହଜାର ଟଙ୍କା ଖସିଛି ସୁନା ଦର । କେବଳ ଚଳିତ ମାସ ୫ଦିନ ଭିତରେ ୧୧୦୦ ଟଙ୍କା […]

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ !

ଭୁବନେଶ୍ବରରେ ବି କାୟା ମେଲାଇଲାଣି ସ୍କ୍ରବ୍ ଟାଇଫସ ! ରାଜ୍ୟରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ସ୍କ୍ରବ ଟାଇଫସ । ଏମିତିକି ଏହା ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଗ୍ରାସ କରି ସାରିଲାଣି […]

ତିନିଦିନ ଆହୁରି ବର୍ଷିବ !

କାଲି ପାଇଁ ସତର୍କ କଲା ପାଣିପାଗ ବିଭାଗ ! ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଫଳରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା […]

ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନ !

ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ! ରାଜ୍ୟ ଲୋକସେବା ଭବନରେ ନିଆଁ ଲାଗିଯାଇଛି। ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନର ରାଜସ୍ୱ ବିଭାଗ କୋଠା । ରାଜସ୍ୱ ବିଭାଗର ପ୍ରଥମ ମହଲାରେ […]

ଆଜି ବି ସ୍ଵାଭାବିକ ହୋଇପାରିଲାନି ଗୃହ !

ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି ! ଗତ କିଛି ଦିନ ହେବ ସ୍ଵାଭାବିକ ଭାବେ ଚାଲି ପାରୁନି ବିଧାନସଭା । ଆଜି ମଧ୍ୟ ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ […]

ପ୍ରେମିକାକୁ ଶେଷ ଭିଡ଼ିଓ କଲ କରି ଜୀବନ ହାରିଲେ ପ୍ରେମିକ !

ଭୁବନେଶ୍ବର ଏକ ହୋଟେଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ! ପ୍ରେମିକାକୁ ଭିଡିଓ କଲ କରି ରସି ଲଗାଇ ଝୁଲି ପଡିଲେ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବରର ଡମଣାସ୍ଥିତ ଏକ ଆପାର୍ଟମେଣ୍ଟରୁ […]