୧ ଲକ୍ଷ ଟଙ୍କାକୁ ବଢିଲା ବୁଣାକାରଙ୍କ ପାଇଁ ସୁଧ ମୁକ୍ତ ଋଣ ଓଡ଼ିଶାର ହସ୍ତତନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ । ଏଥିସହ ଏହା ଲକ୍ଷ ଲକ୍ଷ ଲୋକଙ୍କର ଜୀବିକାର ମାଧ୍ୟମ ମଧ୍ୟ । […]