ପୁଣି ଆତଙ୍କବାଦୀଙ୍କ ହମଲା। ଜାମ୍ମୁ-କାଶ୍ମୀର ସୋପିଆନରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ହମଲା । ଏବେ କିନ୍ତୁ ପୋଲିସ କିମ୍ବା ଯବାନ ନୁହଁନ୍ତି ବରଂ ହମଲାର ଶିକାର ହୋଇଛନ୍ତି ସାଧାରଣ ଶ୍ରମିକ । ଦକ୍ଷିଣ କାଶ୍ମୀରର […]