ବଡ଼ ଭାଇକୁ ତୀର ମାରି ହତ୍ୟାକଲା ସାନ ଭାଇ ଯାଜପୁର କାଳିଆପାଣି ଥାନା ଅଶୋକଝର ଗ୍ରାମରେ ସାନଭାଇର ତୀର ମାଡ଼ରେ ବଡ଼ଭାଇ ମୃତ। ଘଟଣାସ୍ଥଳରୁ ଅଭିଯୁକ୍ତ ସାନଭାଇ ଫେରାର। ଆଜି ଅପରାହ୍ନରେ ଏହି ଘଟଣା […]