ଧୀରେଧୀରେ ରାଜ୍ୟରେ ଦେଖାଯାଉଛି ପାଣିପାଗରେ ପରିବର୍ତ୍ତନ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏବେ ତାତିରୁ ମିଳିବ ନିଠାର । ଆଜିଠୁ ରାଜ୍ୟରେ ବଢିବ ବର୍ଷା ପରିମାଣ ! ତେବେ […]