ଓଡ଼ିଶା ଜିଲ୍ଲା ରାଜଧାନୀରେ ଜଳିଲା ୩ମହଲା କୋଠା Jajati express Reporter August 10, 2023 0 ନିଆଁ ଦେଖି ତିନି ମହଲାରୁ ଡେଇଁ ପଡ଼ିଲେ ମାଲିକ ! ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ମହଲା କୋଠା। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ନନ୍ଦନବିହାର ଅଞ୍ଚଳରେ। […]