‘ଦଙ୍ଗଲ’ ଗାର୍ଲ ସୁହାନୀଙ୍କ ଦେହାନ୍ତ ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ବବିତା ଫୋଗଟ୍‌ଙ୍କ ‌ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଲୋକେ […]