ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲାଣି ୫୦ରୁ ଅଧିକ ଜୀବନ ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । […]