Skip to content
Friday, March 20, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ସାମ୍ନାକୁ ଆସିବ INDIA ର ନୂଆ ଲୋଗୋ !

Posted on August 24, 2023August 24, 2023

ମୁମ୍ବାଇରେ ହେବ INDIA ର ଆଗାମୀ ରଣନୀତି

ମୁମ୍ବାଇରେ ହେବ ବିରୋଧୀ ଗଠବନ୍ଧନର ଆଗାମୀ ବୈଠକ । ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ନୂଆ ଲୋଗୋ ରିଲିଜ କରାଯାଇପାରେ । ନୂଆ ଲୋଗୋ ନେଇ ବିରୋଧୀ ମେଣ୍ଟ ମଧ୍ୟରେ ଥିବା ଦଳ ଗୁଡିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଲୋଗୋ କିଭଳି ଦିଶିବ, ଏହାର ଷ୍ଟାଇଲ କଣ ରହିବ ଓ କେଉଁ ରଙ୍ଗ ରହିବ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ନୂଆ ଲୋଗୋକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କିଛି ସଂକେତ ମିଳିଛି । ମିଳିଥିବା ସୂଚନା ମୁତାବକ, ନୂଆ ଲୋଗୋରେ ତ୍ରିରଙ୍ଗାରେ ଥିବା ପ୍ରତିଟି ରଙ୍ଗ ରହିବ । ଏହି ଲୋଗୋଟି ଇଟାଲିକ୍ ଫଣ୍ଟ ଷ୍ଟାଇଲରେ ରହିବ । ୯ଟି ନୂଆ ଲୋଗୋ ଭିତରୁ ଏହି ଷ୍ଟାଇଲର ଲୋଗୋ ଅଧିକାଂଶ ଦଳକୁ ପସନ୍ଦ ଆସିଛି । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଏହି ଲୋଗୋକୁ ସବୁ ଦଳକୁ ଦେଖାଯିବ । ଲୋଗୋକୁ ନେଇ କୌଣସି ଆପତ୍ତି ଥିଲେ ସଙ୍ଗେ ସଙ୍ଗେ ସେ ବାବଦରେ ପଦକ୍ଷେପ ନିଆଯିବ ।

Posted in ରାଜନୀତିTagged india, logo, mumbai, next meeting, opposition parties meeting, politics

Post navigation

Previous: ପୁରୀରେ ଫୁଟିଲା ଗୁଳି, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ
Next: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

Related Posts

  • ଦେଶ
  • ରାଜନୀତି

ECI ଘୋଷଣା କରିବେ ୫ ରାଜ୍ୟର ନିର୍ବାଚନ ତାରିଖ

  • Jajati express Reporter
  • October 9, 2023
  • 0

ଆଜି ବାଜିବ ୫ରାଜ୍ୟ ପାଇଁ ନିର୍ବାଚନୀ ବିଗୁଲ ଆଗାମୀ ନିର୍ବାଚନ ପାଇଁ ଧୀରେଧୀରେ ଉଷ୍ମ ହେଉଛି ରାଜନୀତି । ତେବେ ଏହାରି ଭିତରେ କିଛି ଖବର ଆହୁରି ରାଜନୀତି ପାଣିପାଗକୁ ବେସ ସରଗରମ କରୁଛି […]

  • ଓଡ଼ିଶା
  • ରାଜନୀତି

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

  • User 003
  • June 8, 2024
  • 0

ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେଡି ଛାଡି ବିଜେପିର ହାତ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ଗସ୍ତ ସମୟରେ ସେ […]

  • ଓଡ଼ିଶା
  • ରାଜନୀତି

ଗ୍ରାମାଞ୍ଚଳ ବିକାଶକୁ ପ୍ରାଥମିକତା

  • Editor
  • July 20, 2023
  • 0

ବିଧାୟକଙ୍କ ସହ ଆଲୋଚନା କଲେ ଦାନଗଦୀବାସୀ ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି “ଆମ ଓଡ଼ିଶା,ନବୀନ ଓଡ଼ିଶା”ଯୋଜନା । ଏହି ଯୋଜନାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର ସମସ୍ତ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.