ଓଡ଼ିଶା କଳା ଓ ସଂସ୍କୃତି ଯଯାତି Special ଜାଣନ୍ତୁ ନାଗ ପଞ୍ଚମୀରେ କ’ଣ କରିବେ ଓ କ’ଣ ନକରିବେ Editor August 21, 2023 0 ନାଗ ପଞ୍ଚମୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ହିନ୍ଦୁ ଧର୍ମରେ ନାଗ ପଞ୍ଚମୀକୁ ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ […]
ଓଡ଼ିଶା ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ Editor August 21, 2023 0 ୨୫ରେ ଘୂର୍ଣ୍ଣିବଳୟ, ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ତିନି ଦିନର ଖରାପାଗ ପରେ ପୁଣି ହେବ ବର୍ଷା । ଆସନ୍ତା ୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ […]
ଓଡ଼ିଶା ଜିଲ୍ଲା କୁନିକୁନି ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ Editor August 21, 2023 0 ଯବାନଙ୍କ ପାଖକୁ ପଠାଇଲେ ରାକ୍ଷୀ ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ରାକ୍ଷୀ ପୂର୍ଣ୍ଣିମା ପାଇଁ ଯାଜପୁର ଜିଲ୍ଲା ଜେନାପୁରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜେନାପୁର ଅଞ୍ଚଳର ଶତାଧିକ କୁନିକୁନି […]
ଓଡ଼ିଶା ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼ Editor August 21, 2023 0 ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଗହଳି ଶ୍ରାବଣ ମାସ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼ । ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଦେଖିବାକୁ ମିଳିଛି । […]
ଦେଶ ବିଜ୍ଞାନ ସଫଳତାର ସହ ସରିଲା ଦ୍ବିତୀୟ ଡିବୁଷ୍ଟିଂ Editor August 21, 2023 0 ପୂର୍ଣ୍ଣ ସଫଳତା ପାଇଁ ଦିନକର ଅପେକ୍ଷା ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ […]
ଦେଶ ଆଜିଠୁ କମିବ ପିଆଜ ଦର Editor August 21, 2023 0 ପିଆଜ କିଲୋକୁ ୨୫ ଟଙ୍କା, ଜାଣନ୍ତୁ କେଉଁଠି ମିଳୁଛି ଶସ୍ତା ପିଆଜ ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି ହେବ । ଏହାର ଲାଭ […]
ଦେଶ ଭାରତକୁ ପ୍ରଶଂସା କଲେ ଜର୍ମାନୀ ମନ୍ତ୍ରୀ Editor August 21, 2023 0 ୟୁପିଆଇ ସିଷ୍ଟମକୁ ପ୍ରଶଂସାରେ ପୋତିପକାଇଲେ ଜର୍ମାନୀ ମନ୍ତ୍ରୀ ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟଇଣ୍ଟରଫେସ୍ ବା ୟୁପିଆଇର ଜଣେ ପ୍ରସଂଶକ ପାଲଟିଯାଇଛନ୍ତି […]
ଖେଳ ୨ୟ ଟି-୨୦: ଆୟର୍ଲାଣ୍ଡକୁ ହରାଇଲା ଭାରତ Editor August 21, 2023 0 ଆୟର୍ଲାଣ୍ଡକୁ ୩୩ ରନରେ ହରାଇଲା ଭାରତ ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡକୁ ରନରେ ହରାଇଦେଇଛି ଭାରତ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ […]
ଦେଶ କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ Editor August 21, 2023 0 ନେପାଳରେ କମିଲା ଟଙ୍କାର ବିନିମୟ ମୂଲ୍ୟ, ଚିନ୍ତାରେ ବ୍ୟବସାୟୀ ଓ ପର୍ଯ୍ୟଟକ ନେପାଳର ଖୁଚୁରା ବଜାରରେ କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ୩୦ ବର୍ଷ ପରେ ଅଚାନକ ଏଭଳି ହୋଇଛି । […]
ବିଦେଶ ରୁଷକୁ ଲାଗିଲା ବଡ଼ ଧକ୍କା Editor August 20, 2023 0 ଚନ୍ଦ୍ରପୃଷ୍ଠରେ ଖସିପଡିଲା ଋଷର ଚନ୍ଦ୍ର ମିଶନ୍ ଲୁନା-୨୫ ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା […]
ଓଡ଼ିଶା ନୂଆ ବିଚାରପତି ପାଇବ ଓଡ଼ିଶା ହାଇକୋର୍ଟ Editor August 20, 2023 0 ନୂଆ ବିଚାରପତି ହେବେ ଶିବ ଶଙ୍କର ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି […]