ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ

ଆଜି ଦିନକ ପାଇଁ ମାଗଣା ଇ-ବସ୍ ଓ ଇ-ରିକ୍ସା ସେବା

ଆଜି ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ । ଏଥପାଇଁ ବିଏମ୍ ସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ଗ୍ରହଣ କରାଯାଇଛି ଭିନ୍ନ ପଦକ୍ଷେପ । ଆଜି ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା କରୁଛନ୍ତି ଯାତ୍ରୀ । ଯାତ୍ରୀମାନେ ବିନା ମୂଲ୍ୟରେ ଗନ୍ତବ୍ୟସ୍ତଳକୁ ଯାଉଛନ୍ତି । ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି ।