ମାଲକାନଗିରି ପୋଲିସକୁ ସଫଳତା

ତିନି ମହିଳା ମାଓବାଦୀ ଗିରଫ

ମାଲକାନଗିରି ପୋଲିସକୁ ସଫଳତା । ଗିରଫ ହେଲେ ତିନି ମହିଳା ମାଓବାଦୀ । ଗିରଫ ତିନି ମାଓବାଦୀଙ୍କ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ଖବର ଅନୁଯାୟୀ, ଲାଲ ବାହିନୀକୁ ଲାଗିଛି ଶକ୍ତ ଝଟ୍‌କା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ମାଓବାଦୀ । ଗିରଫ ତିନି ଜଣ ହେଉଛନ୍ତି ସ୍ୱପ୍ନା, ବବିତା ଓ ସୁନିତା ବୋଲି ଜଣାପଡିଛି । ତେବେ ଗିରଫ ତିନି ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ।