ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ।ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ମଧ୍ୟ ସାମିଲ। ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ । ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା।

ଏହି ତାଲିକାରେ ସ୍ଥାନ ପାଇଥିବା ଷ୍ଟାର ପ୍ରଚାରକ ମାନେ ହେଲେ

  • ମୋହନ ଚରଣ ମାଝୀ
  • ମନମୋହନ ସାମଲ
  • ଧର୍ମେନ୍ଦ୍ର ପ୍ରଧାନ
  • ଅଶନ୍ୱୀ ବୈଷ୍ଣବ
  • ଜୁଏଲ ଓରାମ
  • ବିଷ୍ଣୁ ଦେଓ ସାଇ
  • ସୁନିଲ ବଂଶଲ
  • ବୈଜୟନ୍ତ ପଣ୍ଡା
  • ବିଜୟପାଲ ସିଂ ତୋମାର
  • ଲତା ଉସଣ୍ଡି
  • କନକବର୍ଦ୍ଧନ ସିଂଦେଓ
  • ପ୍ରଭାତୀ ପରିଡ଼ା 
  • ଅରୁଣ ସାଓ
  • ସୁରେଶ ପୂଜାରୀ
  • ପ୍ରତାପ ଚନ୍ଦ୍ର ଷଡଙ୍ଗୀ
  • ସମ୍ବିତ ପାତ୍ର
  • ଜୟନାରାୟଣ ମିଶ୍ର
  • ବସନ୍ତ ପଣ୍ଡା
  • ସମୀର ମହାନ୍ତି 
  • ବ୍ରିଜ୍ ମୋହନ ଅଗ୍ରୱାଲ
  • ସଂଗୀତା କୁମାରୀ ସିଂଦେଓ
  • ରବି ନାରାୟଣ ନାଇକ
  • ନିତ୍ୟାନନ୍ଦ ଗଣ୍ଡ
  • ମୁକେଶ ମହାଲିଙ୍ଗ
  • ଗୁରୁ ଖୁସୱନ୍ତ ସାହେବ
  • ପ୍ରଦୀପ ପୋରହିତ
  • ସୁଜିତ କୁମାର 
  • ରୁପକୁମାର ଚୌଧୁରୀ 
  • ମାଳବିକା ଦେବୀ
  • ପ୍ରଦୀପ୍ତ କୁମାର ନାଇକ
  • ସିଦ୍ଧାନ୍ତ ମହାପାତ୍ର
  • ଅନୁଭବ ମହାନ୍ତି
  • ଆକାଶ ଦାସନାୟକ
  • ମାନସ କୁମାର ମହାନ୍ତି 
  • ରଞ୍ଜନ କୁମାର ପଲେଇ
  • ଅନୁଜ ଶର୍ମା
  • ରୋହିତ ସାହୁ
  • ଯୋଗେଶ୍ୱର ରାଜୁ ସିହ୍ନା
  • ଲକ୍ଷ୍ମଣ ବାଗ
  • ସନତ କୁମାର ଗରତିଆ