‘ଦ ସି ଆଣ୍ଡ ସେଭେନ ଭିଲେଜେସ୍’ ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ

‘ଦ ସି ଆଣ୍ଡ ସେଭେନ ଭିଲେଜେସ୍’କୁ ମିଳିଲା ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ପ୍ରଯୋଜିକା ଡ. ଇତି ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାର ଏବଂ ଟେକ୍ନିସିଆନ ଟିମକୁ ସମ୍ମାନିତ କରିଛନ୍ତି ।

Leave a Reply

Your email address will not be published. Required fields are marked *