ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି

ଭୁବନେଶ୍ବର ଘାଟିକିଆରେ ଅଘଟଣ

ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା । ଜଣେ ଗୁରୁତର ଭାବେ ଆହତ। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ।

Leave a Reply

Your email address will not be published. Required fields are marked *