ପୁଣି ବିବାଦରେ କିଟ୍ ବିଶ୍ବବିଦ୍ୟାଳୟ

କିଟ୍‌ରେ ପୁଣି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଣି ବିବାଦରେ କିଟ୍ ବିଶ୍ବବିଦ୍ୟାଳୟ। କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ବୋଲି ଜଣା ପଡ଼ିଛି। ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ୍ ସିଂ ପରମାର। ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଖବର ପାଇବା ପରେ ଇନ୍‌ଫୋସିଟି ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *