ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର

ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର

ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଥିଲା । ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Leave a Reply

Your email address will not be published. Required fields are marked *