ମେଟ୍ରୋ ପ୍ରକଳ୍ପକୁ ମୋହନ ସରକାରଙ୍କ ଗୁରୁତ୍ୱ

ବଜେଟରେ ମେଟ୍ରୋ ପ୍ରକଳ୍ପକୁ ୧ ହଜାର କୋଟି

ବଜେଟରେ ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ କାମର ଶୁଭାରମ୍ଭ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ପ୍ରକଳ୍ପ କାମକୁ ଏବେର ବିଜେପି ସରକାର ତ୍ୱରାନ୍ୱୀତ କରିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *