ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା
ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା। ବାରବାଟୀ T-20 ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବିଶ୍ବର ଶ୍ରେଷ୍ଠ ବୋଲର ବୁମ୍ରାଙ୍କୁ ଦେଖିବାକୁ ଟ୍ବିନ୍ ସିଟିରେ ବଡ଼ କ୍ରେଜ୍ । ଅପରାହ୍ନ ସାଢ଼େ ୩ରେ ଅନ୍ୟ ଖେଳାଳିମାନେ ପହଞ୍ଚିବା ସମ୍ଭାବନା । ODI ସିରିଜ୍ ବିଜୟ ପରେ ୯ ତାରିଖ ବାରବାଟୀ T-20 ଉପରେ ନଜର।
