SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ଯୁବ ଓ ଛାତ୍ର ବିଜେଡ଼ିର ହାଲ୍ଲା ବୋଲ

SI ପରୀକ୍ଷା ମହାଘୋଟଲା, ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା

ପୋଲିସ SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ଯୁବ ଓ ଛାତ୍ର ବିଜେଡ଼ିର ହାଲ୍ଲା ବୋଲ। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା । ସିବିଆଇ ତଦନ୍ତ ଦାବିରେ ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀଙ୍କ ବିକ୍ଷୋଭ। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆନଗରେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛି ଦଳ।