ବଦଳିଲା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ସିଟ୍
ବଦଳିଲା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ସିଟ୍। ବିଜେଡିରୁ ନିଲମ୍ବନ ପରେ ବଦଳିଲା ଉଭୟଙ୍କ ବିଧାନସଭା ସିଟ୍। ଅରବିନ୍ଦଙ୍କ G19ରୁ F19 ଓ ସନାତନଙ୍କ F14ରୁ F21 ହେଲା । ଅରବିନ୍ଦ ମହାପାତ୍ରଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା। ମାଧବ ଧଡ଼ାଙ୍କ ସିଟ୍ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡ଼ଙ୍କ ସିଟ୍।
