ଫାଓର ସଭାପତି ହେଲେ ସମୀର ଦେ Posted on July 12, 2024July 12, 2024 ସମୀର ଦେ ଫୁଟବଲ୍ ସଂଘ ସଭାପତି ଫାଓର ସଭାପତି ହେଲେ ସମୀର ଦେ । ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ । ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ ।
ଓଡ଼ିଶା ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ, ୪ ଡାକ୍ତର ବହିଷ୍କୃତ User 003 December 30, 2024 0 ଏମ୍କେସିଜି ମେଡିକାଲରୁ ୪ ଡାକ୍ତର ବହିଷ୍କୃତ ଏମ୍କେସିଜିରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା। ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ […]
ଓଡ଼ିଶା ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଗେଟ୍ Editor July 20, 2023 0 ବଢ଼ୁଛି ହୀରାକୁଦ ଜଳସ୍ତର ହୀରାକୁଦ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ […]
ଓଡ଼ିଶା ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ User 003 September 2, 2025 0 ପଞ୍ଜାବ ବନ୍ୟାରେ ବୁଡ଼ିଗଲା ୧୩୦୦ ଗାଁ ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି […]