ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ

ରାଜାଙ୍କ ସହଯୋଗୀ ସମୀର ଜେନା ଗିରଫ

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା। ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ। ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସମୀର ଜେନା ଗିରଫ। ସମୀରଙ୍କୁ କେନ୍ଦୁଝରରୁ ଗିରଫ କରିଛି ଇଓଡବ୍ଲୁ। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି। ଅର୍ଥ ହେରଫେରରେ ସମ୍ପୃକ୍ତି ନେଇ ବାନ୍ଧିଲା ଇଓଡବ୍ଲୁ। ଗତକାଲି ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।