କଟକ ଅଘଟଣ ପରେ ନଗର ଉନ୍ନୟନ ବିଭାଗଙ୍କ ବଡ଼ ପଦକ୍ଷେପ

ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ବରାନ୍ବିତ ହେବ: ମନ୍ତ୍ରୀ

କଟକ ଅଘଟଣ ପରେ ନଗର ଉନ୍ନୟନ ବିଭାଗଙ୍କ ବଡ଼ ପଦକ୍ଷେପ । ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କହିଛନ୍ତି ମନ୍ତ୍ରୀ । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର। ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ। ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ମହାପାତ୍ର ।

Leave a Reply

Your email address will not be published. Required fields are marked *