ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି
ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି। ଓଡ଼ିଶା ବିଧାନସଭାରେ ପ୍ରଥମ। ଏନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା। ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଚୂଡାନ୍ତ କାର୍ଯ୍ୟସୂଚୀ ଆସିବା ପରେ ସ୍ପଷ୍ଟ ହେବ। ଅନ୍ୟପଟେ ରାଷ୍ଟ୍ରପତି ନଭେମ୍ବର ଶେଷ ରେ ଆସିବାର ସମ୍ଭାବନା ଥିବାରୁ ବିଧାନସଭାକୁ ନୂଆ ରୂପରେ ସଜାଯାଉଛି।
