ଖୁବଶୀଘ୍ର ଓଡ଼ିଶା ଶିଖର ଛୁଇଁବ
ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଓଡ଼ିଶାର ସବୁ ଠାରୁ ବଡ଼ ବିଜନେସ ସମ୍ମିଳନୀ । ପୂର୍ବ ଅପେକ୍ଷା ପାଞ୍ଚ ରୁ ଛଅ ଗୁଣ ପୁଞ୍ଜିପତି ଆସିଛନ୍ତି । ସେଥିପାଇଁ ମୁଁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ୍ ଦେଉଛି। ପୂର୍ବ ଭାରତ କୁ ଦେଶର ବିକାଶର ଗ୍ରୋଥ ଇଞ୍ଜିନ ଭାବୁଛି । ଓଡ଼ିଶାର ଗୁରୁତ୍ତ୍ୱପୂର୍ଣ ଭୂମିକା। ଇତିହାସ କୁହେ ପୂର୍ବ ଭାରତର ବିକାଶରେ ଭୂମିକା । ଓଡ଼ିଶାର ଏଥିରେ ବଡ ହିସା ଥିଲା । ଟ୍ରେନ ର ବଡ ଡିପୋ ଥିଲା । ପୋର୍ଟ ଭାରତର ବିକାଶ ଦିଗରେ ଓଡ଼ିଶା । ବାଲିଯାତ୍ରା କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଆଶିକି କହିଯାଇଛନ୍ତି ମୋ ଦିଏନ ରେ ଓଡ଼ିଶା ଅଛି । ଓଡ଼ିଶା ସାଉତ୍ ଇଷ୍ଠ ରେ ଯୋଡୁଛି । ଓଡ଼ିଶା ତାର ଗୌରବ କୁ ଫେରାଇବା ପାଇଁ କାର୍ଯ୍ୟକରୁଛି। ସିଙ୍ଗାପୁର ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ରାଷ୍ଟ୍ରପତି ଆଗ୍ରହ ଅଛନ୍ତି । ଆଜି ଏହି କ୍ଷେତ୍ରରେ ସମ୍ଭାବନାର ଦ୍ଵାରା ଖୋଲିଛି । କିନ୍ତୁ ଆଜାଦି ପୂର୍ବରୁ କେବେ ଖୋଲି ନଥିଲେ ।

ମୁଁ ସମସ୍ତ ପୁଞ୍ଜିପତି ଙ୍କୁ ଆହ୍ବାନ କରୁଛି ଏହି ସମୟ ହିଁ ସହି ସମୟ । ଆପଣଙ୍କ ବିକାଶର ସଫଳତାର ଶୀର୍ଷ ରେ ପହଞ୍ଚାଇବ । ମୋଦିଜିକା ଗ୍ୟାରେଣ୍ଟି ହେ । Ai ର ଚର୍ଚ୍ଚା ଜୋର୍ । କିନ୍ତୁ ଭାରତ ପାଇଁ ai ସହ ଏକ୍ସପ୍ରେସନ୍ ହିଁ ଜରୁରୀ। କୋଟି କୋଟି ଲୋକଙ୍କୁ ଇନ୍ ପାୱାର କରିବା ଦେଖାଉଛି। ଓଡ଼ିଶାର ତାହାକୁ ଦେଖାଉଛି । ଓଡ଼ିଶା ଆଉଟ୍ ଷ୍ଟାଣ୍ଡଙ୍ଗ। ପ୍ରଚୁର ସୁଯୋଗ ରହିଛି ଓଡ଼ିଶାରେ । ଓଡ଼ିଶା ବାସୀଙ୍କ ଭୂମିକା ଗୁରୁତ୍ୱ । ନୂଆ ଅବସର ବନିବାକୁ ଯାଉଛି ମୋର ପୁରା ବିଶ୍ୱାସ ଓଡ଼ିଶା ଏମିତି ଏକ ସ୍ଥାନରେ ପହଞ୍ଚିବ ଯାହା କେହି ଭାବି ନଥିବେ । ମୁଖ୍ୟମନ୍ତ୍ରୀଙ୍କ ମୋହନଙ୍କ ଟିମ୍ ତେଜ ଗତିରେ କାର୍ଯ୍ୟ କରିବ । ଓଡ଼ିଶା ଭାରତର ଲିଡ଼ିଂ ରାଜ୍ୟ ହେବାକୁ ଯାଉଛି । ଭାରତ ଆଜି ବହୁତ୍ ତେଜ ଗତିରେ ଦୁନିଆର ତୃତୀୟ ସ୍ଥାନ ନେବାକୁ ଯାଉଛି । ବିଗତ ଦଶ ବର୍ଷ ମଧ୍ୟରେ ଭାରତ ଶ୍ରେଷ୍ଟ ରହିଛି । ପୁରା ଇକୋ ସିଷ୍ଟମ୍ ବଦଳୁଛି। ଏଇଠୁ ଉତ୍ପାଦନ ହୋଇ ବାହାର ଦେଶକୁ ଯାଇ ପୁଣି ଆସୁଛି ଆମ ଜିନିଷ କିନ୍ତୁ ମୋଦିଙ୍କୁ ପସନ୍ଦ ନାହିଁ । ଟ୍ରେଣ୍ଡ ବଦଳୁଛି । ଓଡ଼ିଶାରେ ରିଶୋର୍ସେସ ହେ । ଏଟି ହି ସବୁ ହେବ । ଉତ୍କର୍ଷ ଓଡ଼ିଶା ହିଁ ତାର ସାକାର କରିବ । ଆମକୁ ସମୟର ଜରୁରୀ ସହ ନିଜର ଚିନ୍ତା ଧାରା ବଦଳାଇ ଆଗକୁ ଯିବାକୁ ହେବ । ଦୀକ୍ଷିତ ଭାରତ ପାଇଁ ଗ୍ରୀନ ଇଁରଜିର ଆବଶ୍ୟକ ରହିଛି ତାହା ଆମେ କାର୍ଯ୍ୟକାରୀ କରୁଛି । ଗ୍ରୀନ ଏନର୍ଜି ସାଥୀ ସହ ପେଟ୍ରୋ କେମିକାଲ ପାଇଁ ଓଡ଼ିଶାରେ ପଦକ୍ଷେପ ନିଆ ଯାଉଛି । ପାରାଦୀପ ଓ ଗୋପାଳପୁର ରେ ଯାହା ହେଉଛି । ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକୁ ଦେଖି ତୁରନ୍ତ ପଦକ୍ଷେପ ନେଉଛନ୍ତି ।

ରେଲୱେ ହାଇୱେ ପାଇଁ ହଜାର ହଜାର କୋଟି ଟଙ୍କାର କାର୍ଯ୍ୟ ଚାଲିଛି । ଇଣ୍ଡର୍ଷ୍ଟି ପାଇଁ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ବ୍ଲୁ ଇକୋ ନୋମିକ ପାଇଁ କାର୍ଯ୍ୟ କରୁଛନ୍ତି । ପୋର୍ଟ ଗୁଡ଼ିକର ପୁନରୁଦ୍ଧାର ନୂଆ ବନାଇବାରେ ସରକାର ଆଗଭର । ଏମଏସଏମଇକୁ ସପୋର୍ଟ କରିବାକୁ ଅନୁରୋଧ କଲେ ମୋଦି। ଓଡ଼ିଶା ସରକାର ଓ ବ୍ୟବସାୟ ମାନେ ମିଶି ଆଧୁନିକ ସିଷ୍ଟମ୍ ପ୍ରସ୍ତୁତ କରନ୍ତୁ । ତାହା ସହ ଯୁବ ପିଢ଼ିକୁ ନିଯୁକ୍ତି ଦିଅନ୍ତୁ । ଓଡ଼ିଶା ସସକ୍ତ ହେବ ଓଡ଼ିଶା ଉତ୍କର୍ଷ ହେବ । ହଜାର ବର୍ଷର ସଂସ୍କୃତି ଐତିହ୍ୟ ଅଛି । ପାହାଡ ଓ ସମୁଦ୍ର ଅଛି ଗୋଟେ ରାଜ୍ୟ ଓଡ଼ିଶା । ଜି 20ରେ କଳଚର୍ ଓଡ଼ିଶାର ରଖିଥିଲୁ । ଓଡ଼ିଶାର ପର୍ଯ୍ୟଟନକୁ ବହୁତ୍ ଆଗକୁ ହେବାକୁ ହେବ । ସମସ୍ତ ବ୍ୟବସାୟ କୁ ଆମନ୍ତ୍ରଣ କଲେ । ଭାରତର ମନ୍ତ୍ର ଭିଡ଼ିନି ଇଣ୍ଡିଆ । ପ୍ରାକୃତିକ ସୋନ୍ଦର୍ଯ୍ୟ ବହୁତ୍ ରହିଛି । ଭୁବନେଶ୍ବରରେ ବହୁତ୍ ଭଲ କମ୍ଭେକ୍ସନ୍ ସେଣ୍ଟର୍ ଅଛି । ଓଡ଼ିଶାରେ ବହୁତ୍ ସମ୍ଭାବନା ଅଛି । ଦୀକ୍ଷିତ ଭାରତରେ ଓଡ଼ିଶାର ଗୁରୁତ୍ତ୍ୱପୂର୍ଣ ରହିଛି । ଓଡ଼ିଶା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ ରହିଛି । ପ୍ରଧାନମନ୍ତ୍ରୀ ଭାବେ ମୁଁ ତିରିଶ ଥର ଆସିଛି। ଆଜାଦି ପରେ ଯେତେ ପ୍ରଧାନମନ୍ତ୍ରୀ ଆସିଛନ୍ତି ବୋଧେ ଆସିନାହାନ୍ତି ମୁଁ ଯେତିକି ଆସିଛି । ଓଡ଼ିଶା ପାଇଁ ମୋର ଭଲ ପାଇବା ଅନେକ ରହିଛି। ଓଡ଼ିଶା ବାସୀଙ୍କ ଉପରେ ମୋର ବିଶ୍ବାସ ରହିଛି । ଓଡ଼ିଶାର ସମ୍ଭାବନା ଯିଏ ଖୋଜୁଛି ମୁଁ ତାଙ୍କୁ ବିଶ୍ୱାସ ଦେଉଛି ଓଡ଼ିଶା ସରକାର ଓ ଭାରତ ସରକାର ତାଙ୍କ ସହ ଅଛନ୍ତି ।
