ମଙ୍କିପକ୍ସ ପାଇଁ ଗାଇଡଲାଇନ୍ ଜାରି

ମଙ୍କିପକ୍ସ ପାଇଁ ସତର୍କ କରାଇଲେ ରାଜ୍ୟ ସରକାର

ମଙ୍କିପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍ । ସମସ୍ତ ଜିଲ୍ଲା ସମେତ ବିମାନ ବନ୍ଦର ଅଥରୀଟିଙ୍କୁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି । ଏନେଇ ସୂଚନା ଜାରି କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ତେବେ ଯଦି କେହି ମଙ୍କିପକ୍କ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ତାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଆଇସୋଲେଟ୍ ରହିବା ପାଇଁ ପଡିବ ଏବଂ ଏହା ପରେ ୨୧ ଦିନ ପରେ ଟେଷ୍ଟ କରାଯିବ ଏବଂ ନେଗେଟିଭ୍ ଆସିବା ପରେ ତାଙ୍କୁ ଛଡାଯିବା ନେଇ ସୂଚନା ରହିଛି । ଭାରତରେ ମକ୍ସିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ହେଲେ ଆଗକୁ ସଂଖ୍ୟା ବୃଦ୍ଧି ପାଇପାରେ ।

Leave a Reply

Your email address will not be published. Required fields are marked *