ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୯୩ ବ୍ୟକ୍ତିଙ୍କୁ ନିଶାମୁକ୍ତ

୨ବର୍ଷରେ ୧୯ ହଜାର ଲୋକ ଛାଡ଼ିଲେଣି ନିଶା, ମନ୍ତ୍ରୀ

୨ବର୍ଷରେ ୧୯ ହଜାର ୩୯୫ ଜଣଙ୍କୁ ନିଶାମୁକ୍ତ କଲେଣି ରାଜ୍ୟ ସରକାର। ନିଶା ନିବାରଣ କେନ୍ଦ୍ର ଦ୍ୱାରା ୧୯ ହଜାର ୩୯୫ ଜଣ ହେଲେଣି ନିଶାମୁକ୍ତ ହୋଇଛନ୍ତି । ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଲିଖିତ ଉତ୍ତର ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୯୩ ବ୍ୟକ୍ତିଙ୍କୁ ନିଶାମୁକ୍ତ କରାଯାଇଛି ।ରାଜ୍ୟରେ ମୋଟ୍‌ ୫୫ଟି ନିଶା ନିବାରଣ କେନ୍ଦ୍ର ରହିଛି ।

Leave a Reply

Your email address will not be published. Required fields are marked *