ଜୁଲାଇ ୨୯ କୁ ଛୁଟି ଘୋଷଣା କଲେ ସରକାର
ଆସନ୍ତା ଶନିବାର ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ । ମୁସଲମାନ ପର୍ବ ମହମରମ ପାଇଁ ଛୁଟି ଘୋଷଣା କଲେ ସରକାର । ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖ ଶନିବାର ଦିନ ଛୁଟି । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।