NIRF ରାକିଂ ତାଲିକା ପ୍ରକାଶ

ଟପ୍‌ ୧୦୦ରେ ନାହିଁ ଓଡ଼ିଶାର କୌଣସି କଲେଜ ନାଁ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା NIRF ରାକିଂ ତାଲିକା । ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ୨୫ତମ ସ୍ଥାନରେ ‘ସୋଆ’, ୨୭ରେ କିଟ୍‌ । ୩୪ରେ NIT ରାଉରକେଲା, ୮୦ରେ ଆଇଆଇଟି ଭୁବନେଶ୍ବର । ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩, ସୋଆ-୨୨, କିଟ୍‌- ୩୬ । ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍‌ ।

ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍‌ । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ମାନ୍ୟତା- ୩୦ରେ NIT ରାଉରକେଲା, ୪୩ରେ କିଟ୍‌ ।କଲେଜ କ୍ୟାଟେଗୋରୀରେ ଟପ୍‌-୧୦୦ରେ ଓଡ଼ିଶାର କୌଣସି କଲେଜ ନାହିଁ ।