୧୬ ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ

ରଜ ପାଇଁ ଖୋଲା ରହିବ ନନ୍ଦନକାନନ

୧୬ ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ । ରଜ ପାଇଁ ଖୋଲା ରହିବ ନନ୍ଦନକାନନ । ୧୭ ତାରିଖ ଦିନ ବନ୍ଦ ରହିବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାଦ କର୍ତ୍ତୃପକ୍ଷଙ୍କ ସୂଚନା । ରଜ ଅବସରରେ ଖୋଲା ରହିବ ନନ୍ଦନକାନନ । ଏ ନେଇ ଉଦ୍ୟାନ କର୍ତ୍ତୃପକ୍ଷ ଦେଲେ ସୂଚନା । ରଜରେ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଅନେକ ସଂଖ୍ୟାରେ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।