‘ମୋ ସ୍କୁଲ’ ଏବେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’

ବଦଳିଲା ମୋ ସ୍କୁଲ ନାଁ, ୩୩୨ କୋଟି ବ୍ୟୟବରାଦ

ମୋ ସ୍କୁଲ ନାଁକୁ ବଦଳାଇଛନ୍ତି ସରକାର । ‘ମୋ ସ୍କୁଲ’ ନାଁ ଏବେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ । ଏଥିପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ କରାଯାଇଛି । ସେହିଭଳି ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ମଧ୍ୟ ନୂଆ ଯୋଜନା କରାଯାଇଛି । ଯାହାର ନାଁ ରଖାଯାଇଛି ‘ମାଧୋ ସିଂହ ହାତ ଖର୍ଚ୍ଚ’ । ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ଏହି ଯୋଜନା ମାଧ୍ୟମରେ ମିଳିବ ଟଙ୍କା । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା ।

Leave a Reply

Your email address will not be published. Required fields are marked *