ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିମାନ ଶିଳ୍ପ ଉପରେ ବଡ଼ ପ୍ରଭାବ

ତିନି ସପ୍ତାହ ମଧ୍ୟରେ ୨୫୦୦ ଉଡାଣ ରଦ୍ଦ

ଏୟାର ଇଣ୍ଡିଆ ଫ୍ଲାଇଟ୍ ଉପରେ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧର ବହୁତ ବଡ଼ ପ୍ରଭାବ ପଡିଛି । ଗତ ତିନି ସପ୍ତାହ ମଧ୍ୟରେ ପାଖାପାଖି ୨୫୦୦ ଉଡାଣ ବାତିଲ କରାଯାଇଛି ବୋଲି ଏୟାରଲାଇନ୍ସର ସିଇଓ କ୍ୟାମ୍ପେବେଲ ୱିଲସନ୍ କର୍ମଚାରୀମାନଙ୍କୁ ସୂଚନା ଦେଇଛନ୍ତି । ଏୟାର ଇଣ୍ଡିଆ ବର୍ତ୍ତମାନ ପଶ୍ଚିମ ଏସିଆକୁ ଏହାର ସାଧାରଣ ଉଡାଣର ପ୍ରାୟ ୩୦% ପରିଚାଳନା କରୁଛି ବୋଲି ମଧ୍ୟ ସେ କହିଛନ୍ତି । ଏବେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *