ମସୁଦ ଅଜହରର ଭାଇ ରୌଫ ଅଜହର ସଫା
ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ । ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି । ଗତକାଲି ହୋଇଥିବା ଏୟାର୍ ଷ୍ଟ୍ରାଇକରେ ମସୁଦ ଅଜହରର ପୁରା ପରିବାରର ମୃତ୍ୟୁ ହୋଇଥିଲା।
