ନୂଆପଡ଼ା ଉପନିର୍ବାଚନକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

‘ନୂଆପଡ଼ା ଉପନିର୍ବାଚନ, ଜନସାଧାରଣ ନିର୍ଣ୍ଣୟ କରିବେ ଫଳାଫଳ’

ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ ନେବେ । ନବୀନଙ୍କ ପଦଯାତ୍ରା ଦ୍ଵାରା ବିଜେପିକୁ ଫରକ ପଡ଼ିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ଆମ ସରକାର ୧୧ ବର୍ଷ ହେଲା କେନ୍ଦ୍ରରେ କ’ଣ କରିଛି ଓ ୧୫ ମାସ ହେଲା ରାଜ୍ୟରେ କ’ଣ କାମ କରିଛି ତାହା ଆମେ କହିବୁ । ବିଜେଡ଼ି ୨୪ ବର୍ଷ ଭିତରେ କଣ କରିଛି କହିବ ଓ କଂଗ୍ରେସ ୪୦ ବର୍ଷରେ କଣ କରିଛି କହିବ । କାହାକୁ ଗ୍ରହଣ କରିବେ, ଲୋକ ବିଚାର କରିବେ ।

Leave a Reply

Your email address will not be published. Required fields are marked *