ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା

ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ

ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ। ଭାରତୀୟ ଜନତା ପାର୍ଟି ଓଡ଼ିଶାରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ନେତାଙ୍କ ନାମ ଚୂଡ଼ାନ୍ତ କରିଛି। ପାର୍ଟି ପକ୍ଷରୁ ଅଭିଜ୍ଞ ନେତା ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଦଳର ସାଂଗଠନିକ ଶକ୍ତି ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପଛରେ ରହିଛି ସାଂଗଠନିକ ଗୁରୁତ୍ବ ଓ ସଂସଦୀୟ ଦକ୍ଷତାକୁ ଗୁରୁତ୍ବ ଦିଆଯାଇଛି।

Leave a Reply

Your email address will not be published. Required fields are marked *