ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ
ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ସୂଚନା। ବଳଭଦ୍ର ଜୈବିକ ଚାଷ ମିଶନ’ ଦ୍ୱାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ । ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି। ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି ।
