ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ । ଅପରାହ୍ନ ୨ଟା ୪୫ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସହ ବହୁ ମନ୍ତ୍ରୀ ଓ ନେତା ବି ଉପସ୍ଥିତ ରହିବେ । ପ୍ରାୟ ୪୦ହଜାରରୁ ଅଧିକ ନେତା ଓ କର୍ମକର୍ତ୍ତାଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ କରିବ ବିଜେପି। ଗତକାଲି ନୂଆପଡ଼ା କୋମନା ବ୍ଲକ ଉଦ୍ୟାନ ବନ୍ଧଠାରେ ବିଜେପିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *