ପୁରୀ ସମୁଦ୍ରରେ ଭାସି ଆସିଲା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି

ପୁରୀ ସମୁଦ୍ରରେ ଭାସି ଆସିଲା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି

ସମୁଦ୍ରରେ ଭାସିଆସିଲେ ଶ୍ରୀଜଗନ୍ନାଥ । ପୁରୀ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ଆଜି ସକାଳେ ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଥିବା ବେଳେ, ମୂର୍ତ୍ତିଟି ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ପର୍ଯ୍ୟଟକ ମାନେ ମୂର୍ତ୍ତିକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ତେବେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କେଉଁଠୁ ଭାସି ଆସିଲା, କିଏ ଭସାଇଲା ସେନେଇ ସ୍ପଷ୍ଟ ଜଣାପଡିନି ।

Leave a Reply

Your email address will not be published. Required fields are marked *