ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ ‘ଅନ୍ବେଷା’,
ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଇତିହାସ ରଚିଛି । ୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଛି । ସକାଳ ୧୦.୧୭ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଛି । ଏହି ୬୪ତମ PSLV ଉଡ଼ାଣ PSLV-DL ପ୍ରକାର ବ୍ୟବହାର କରି ପରିଚାଳିତ କରାଯିବ ।୫୦୫ କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥରେ ସ୍ଥାପନ କରାଯିବ । ଡିଆରଡିଓ ଦ୍ବାରା ବିକଶିତ ଏହି ଉପଗ୍ରହ ୪୦୦ କିଲୋଗ୍ରାମ ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ଉପଗ୍ରହ । ୧୨ ମିଟର ରିଜୋଲ୍ୟୁସନ ସହିତ, ଏହା ପ୍ରତିରକ୍ଷା ନିରୀକ୍ଷଣ, କୃଷି ମୂଲ୍ୟାଙ୍କନ, ସହରାଞ୍ଚଳ ମ୍ୟାପିଂ ଏବଂ ପରିବେଶଗତ ଟ୍ରାକିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ସ୍ପ୍ଲାସଡାଉନ୍ ସହିତ ପୁନଃପ୍ରବେଶ ପରୀକ୍ଷଣ କରିବ ।
