IPL ମହାନିଲାମୀର: ଋଷଭ ପନ୍ତ ସବୁଠୁ ମାହଙ୍ଗା
IPL ମହାନିଲାମୀର ପ୍ରଥମ ଦିନରେ ଅନେକ ରେକର୍ଡ ଭାଙ୍ଗିଛି । ବିଦେଶୀ ଖେଳାଳିଙ୍କ ବଦଳରେ ଭାରତୀୟ ଖେଳାଳିଙ୍କୁ ଦଳରେ ସାମିଲ କରାଇବାକୁ ଜୋର୍ ଲଗାଇଥିଲେ ଫ୍ରାଞ୍ଚାଇଜି । ଫଳରେ ସର୍ବକାଳୀନ ରେକର୍ଡ କରି ଲକ୍ଷ୍ନୌ ସୁପରଜାଏଣ୍ଟସରେ ସାମିଲ ହୋଇଛନ୍ତି ଋଷଭ ପନ୍ତ । ସେ ୨୭ ଟଙ୍କାରେ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ପଞ୍ଜାବ କିଙ୍ଗ୍ସ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରିଛି ।
ଅର୍ଶଦୀପ ସିଂହ – ପଞ୍ଜାବ କିଙ୍ଗ୍ସ-୧୮ କୋଟି
କାଗିଶୋ ରାବାଡ଼ା- ଗୁଜରାଟ ଟଇଟନ୍ସ- ୧୦.୭୫ କୋଟି
ଶ୍ରେୟସ ଆୟର- ପଞ୍ଜାବ କିଙ୍ଗ୍ସ- ୨୬.୭୫ କୋଟି
ଜୋଶ ବଟଲର- ଗୁଜରାଟ ଟାଇଟନ୍ସ- ୧୫.୭୫ କୋଟି
ମିଚେଲ ଷ୍ଟାର୍କ- ଦିଲ୍ଲୀ କ୍ୟାପିଟାଲ୍ସ- ୧୧.୭୫ କୋଟି
ଋଷଭ ପନ୍ତ- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ – ୨୭ କୋଟି
ମହମ୍ମଦ ଶାମି- ସନରାଇଜର୍ସ ହାଇଦ୍ରାବାଦ- ୧୦ କୋଟି
ଡେଭିଡ ମିଲର- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ- ୭.୫ କୋଟି
ୟୁଜବେନ୍ଦ୍ର ଚହଲ- ପଞ୍ଜାବ କିଙ୍ଗ୍ସ- ୧୮ କୋଟି
ମହମ୍ମଦ ସିରାଜ- ଗୁଜାରାଟ ଟାଇଟନ୍ସ – ୧୨.୨୫ କୋଟି
ଲିୟମ ଲିବିଂଷ୍ଟୋନ୍ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୮.୭୫ କୋଟି
କେ.ଏଲ ରାହୁଲ- ଦିଲ୍ଲୀ କ୍ୟାପିଟାଲ୍ସ- ୧୪ କୋଟି
ଜ୍ୟାକ ଫ୍ରେଜର ମ୍ୟାକଗ୍ରକ୍ – ଦିଲ୍ଲୀ କ୍ୟାପିଟାଲ୍ସ- ୯ କୋଟି
ହର୍ଷଲ ପଟେଲ- ସନରାଇଜର୍ସ ହାଇଦ୍ରାବାଦ- ୮ କୋଟି
ରଚିନ ରବିନ୍ଦ୍ର- ଚେନ୍ନାଇ ସୁପର କିଙ୍ଗ୍ସ- ୪ କୋଟି
ରବିଚନ୍ଦ୍ରନ ଅଶ୍ୱିନ- ଚେନ୍ନାଇ ସୁପର କିଙ୍ଗ୍ସ- ୯.୭୫ କୋଟି
ଭେଙ୍କଟେସ ଆୟର- କୋଲକାତା ନାଇଟ ରାଇଡର୍ସ- ୨୩.୭୫ କୋଟି
ମାର୍କସ ଷ୍ଟୋଇନସ୍- ପଞ୍ଜାବ କିଙ୍ଗ୍ସ- ୧୧ କୋଟି
ମିଚେଲ ମାର୍ଶ- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ- ୩.୪୦ କୋଟି
ଗ୍ଲେନ ମାକ୍ସୱେଲ୍- ପଞ୍ଜାବ କିଙ୍ଗ୍ସ- ୪.୨୦ କୋଟି
କ୍ୱିଣ୍ଟନ ଡିକକ୍- କୋଲକାତା ନାଇଟ ରାଇଡର୍ସ- ୩.୬୦ କୋଟି
ଫିଲ ସଲ୍ଟ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୧.୫୦ କୋଟି
ରହମାନୁଲ୍ଲା ଗୁରବାଜ- କୋଲକାତା ନାଇଟ ରାଇଡର୍ସ- ୨ କୋଟି
ଇଶାନ କିଷନ- ସନରାଇଜର୍ସ ହାଇଦ୍ରାବାଦ- ୧୧.୨୫ କୋଟି
ଜିତେଶ ଶର୍ମା- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୧ କୋଟି
ଜୋଶ ହେଜେଲଉଡ୍- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧୨.୫୦ କୋଟି
ପ୍ରସିଦ୍ଧ କ୍ରୀଷ୍ଣା- ଗୁଜୁରାଟ ଟାଇଟନ୍ସ- ୯.୫୦ କୋଟି
ଆଭେସ ଖାନ୍- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ- ୯.୭୫ କୋଟି
ଏନରିକ୍ ନୋର୍କିଆ- କୋଲକାତା ନାଇଟ ରାଇଡର୍ସ- ୬.୫୦ କୋଟି
ଜୋଫ୍ରା ଆର୍ଚର- ରାଜସ୍ଥାନ ରୟାଲ୍ସ- ୧୨.୫୦ କୋଟି
ଖଲିଲ ଅହମ୍ମଦ- ଚେନ୍ନାଇ ସୁପର କିଙ୍ଗ୍ସ- ୪.୮୦ କୋଟି
ଟି. ନଟରାଜନ- ଦିଲ୍ଲୀ କ୍ୟାପିଟାଲ୍ସ- ୧୦.୭୫ କୋଟି
ଟ୍ରେଣ୍ଟ ବୋଲ୍ଟ- ମୁମ୍ବାଇ ଇଣ୍ଡିଆନ୍ସ- ୧୨.୫୦ କୋଟି
ମହେଶ ଥିକଶାନା- ରାଜସ୍ଥାନ ରୟାଲ୍ସ- ୪.୪୦ କୋଟି
ରାହୁଲ ଚହର- ସନରାଇଜର୍ସ ହାଇଦ୍ରାବାଦ- ୩.୨୦ କୋଟି
ଆଦାମ ଜାମ୍ପା- ସନରାଇଜର୍ସ ହାଇଦ୍ରାବାଦ- ୨.୪୦ କୋଟି
ୱାନିନ୍ଦୁ ହସରଙ୍ଗା- ରାଜସ୍ଥାନ ରୟାଲ୍ସ- ୫.୨୫ କୋଟି
ନୁର୍ ଅହମ୍ମଦ- ଚେନ୍ନାଇ ସୁପର କିଙ୍ଗ୍ସ- ୧୦ କୋଟି
ନେହାୱ ୱଧେରା- ପଞ୍ଜାବ କିଙ୍ଗ୍ସ- ୪.୨୦ କୋଟି
ଅଭିନବ ମନୋହର- ସନରାଇଜର୍ସ ହାଇଦ୍ରାବାଦ-୩.୨୦ କୋଟି
ନମନ ଧୀର- ମୁମ୍ବାଇ ଇଣ୍ଡିଆନ୍ସ- ୩.୪୦ କୋଟି
ଆଶୁତୋଷ ଶର୍ମା-ଦିଲ୍ଲୀ କ୍ୟାପିଟାଲ୍ସ-୩.୮୦ କୋଟି
ରବୀନ ମିଞ୍ଜ୍- ମୁମ୍ବାଇ ଇଣ୍ଡିଆନ୍ସ- ୬୫ ଲକ୍ଷ