୧୩ରେ ରାଜ୍ୟ କ୍ୟାବିନେଟ୍
୧୩ ତାରିଖରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ । ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା। ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ଏବଂ ଆଇନ ବିଭାଗର ପ୍ରସ୍ତାବ ଆସିପାରେ । ପୂର୍ବ ଦିନ ୧୨ ତାରିଖରେ ସଚିବସ୍ତରୀୟ ବୈଠକ ହେବାର ସୂଚନା ।
