ତୃତୀୟ ଦିନରେ ବି ଚାଲିିପାରିଲାନି ଗୃହ

ଅପରାହ୍ନ ୪ଟା ଯାଏଁ ମୁଲତବୀ

ତୃତୀୟ ଦିନରେ ବି ଚାଲିିପାରିଲାନି ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟ । ପ୍ରଥମରୁ ବିରୋଧୀ ବିଜେଡି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ । ପ୍ରଥମେ ଦିନ ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ କରାଯାଇଥିଲେ ବି ଦ୍ୱିତୀୟ ପ୍ରଚେଷ୍ଟାରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପୁରୀରେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ଏଏସଓଙ୍କୁ ନ୍ୟାୟମିଳୁ, ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନଷ୍ଠାନ ଦାବି କରି ହଙ୍ଗାମା କରିଥିଲେ ବିରୋଧୀ ନେତା । ଫଳରେ ଗୃହକୁ ପୁଣିଥରେ ୪ଟା ଯାଏଁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।

Leave a Reply

Your email address will not be published. Required fields are marked *