ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକରାତ୍ମକ ଅଛନ୍ତି

ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକରାତ୍ମକ ଅଛନ୍ତି

ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକରାତ୍ମକ ଅଛନ୍ତି। ଏନେଇ ଗୃହକୁ ଅବଗତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏ ଦିଗରେ ବିଚାର ବିମର୍ଶ ଚାଲିଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ନିର୍ବାଚନ ବନ୍ଦ ହୋଇନି, ନିର୍ବାଚନ କରିବାକୁ ସରକାର ସକାରାତ୍ମକ ଅଛନ୍ତି ।

Leave a Reply

Your email address will not be published. Required fields are marked *