ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ୫ ଜଣଙ୍କୁ ଉଦ୍ଧାର

ବୁଡ଼ିଯାଉଥିବା ପର୍ଯ୍ୟଟକ ଉଦ୍ଧାର

ବୁଡ଼ିଯାଉଥିବା ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ୫ ଜଣଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ପର୍ଯ୍ୟଟକମାନେ ଛତିଶଗଡ଼ ଓ ମହାରାଷ୍ଟ୍ରର । ଆଜି ସକାଳେ ସେମାନେ ବେଳାଭୂମିର ୧୦ ନମ୍ବର ସେକ୍ଟରରେ ଗାଧୋଉଥିବାବେଳେ ସମୁଦ୍ରର ଉଚ୍ଚ ଲହଡ଼ିରେ ମାଡ଼ ହୋଇ ବୁଡି ଯାଇଥିଲେ ।

Leave a Reply

Your email address will not be published. Required fields are marked *