ଯାତ୍ରୀବାହୀ ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ

୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ

ଯାତ୍ରୀବାହୀ ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି। ବସ୍‌ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ। ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ।

Leave a Reply

Your email address will not be published. Required fields are marked *